ବୀରମହାରାଜପୁର: ବୀରମହାରାଜପୁର କଲେଜର ୪୫ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Biramaharajpur, Subarnapur (Sonepur) | Jul 13, 2025
ବୀରମହାରାଜପୁର କଲେଜର 45ତମ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନ 2ଟା ପର୍ଯ୍ୟନ୍ତ ପାଳିତ ହୋଇଯାଇଛି l କଲେଜର ଅଧ୍ୟକ୍ଷ ଡ ହିମାଂଶୁ ଶେଖର ପାଢିଙ୍କ...