Public App Logo
ଉଲୁଣ୍ଡା: ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲେଇ ଗ୍ରାମରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଜଣେ ମହିଳା ମୃତ, ଅନ୍ୟ ତିନିଜଣ ମହିଳା ଗୁରୁତର - Ulunda News