ଆଜି ରବିବାର ଦିନ ଅପରାହ୍ନ ଦୁଇ ଘଣ୍ଟା ସମୟରୁ ସଂଧ୍ୟା ପାଞ୍ଚ ଘଣ୍ଟା ସମୟରେ ନର୍ଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସପ୍ତ ଶକ୍ତି ସଙ୍ଗମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରଶ୍ମିତା ସେଠୀ ଯୋଗଦେଇ ଥିଲେ ଓ ନାରୀ ମାନଙ୍କର ସମାଜ ପାଇଁ କଣ ଭୂମିକା ରହିଛି ତାହା ଆଲୋଚନା କରିଥିଲେ