କୋରାପୁଟ ସହର: ମାଉଲିଗୁଡା ସୁରାନାଦିରେ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ ଘଟଣା କୁ ନେଇ ପ୍ରତିକ୍ରିୟା ରଖିଲେ ସରପଞ୍ଚ ଗବର୍ଦ୍ଧନ କାଣ୍ଡିକି
Koraput Town, Koraput | Jul 29, 2025
ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଂଚାୟତର ମାଉଲିଗୁଡା ଠାରେ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଗାଁ ଲୋକେ ଏ ଘଟଣାକୁ ନେଇ...