ବସ୍ତା: ସୁବର୍ଣ୍ଣରେଖା କଲେଜଠାରେ fm କଲେଜର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ପ୍ରତିବାଦରେ ଏବିଭିପି ସଂଗଠନର ଛାତ୍ରଛାତ୍ରୀଙ୍କ ଗଣ୍ଡଗୋଳ
Basta, Balasore | Jul 15, 2025
ଏବିଭିପି ସଂଗଠନର ଛାତ୍ରଛାତ୍ରୀଙ୍କ ଗଣ୍ଡଗୋଳ l ଆଜି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣ ରେଖା କଲେଜଠାରେ fm କଲେଜର...