ମୋଚିବାହାଲ ଗାଁ ନିକଟରୁ ପିକଅପ ଭ୍ୟାନ ସହ ୨୦୦ ବଣ୍ଡଲ କେନ୍ଦୁପତ୍ର ଜବତ , ମାଫିଆ ଫେରାର।ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ଚାରମାଳ ରେଞ୍ଜ ଅନ୍ତର୍ଗତ ଜାତୀୟ ରାଜପଥର ମୋଚିବାହାଲ ଗ୍ରାମ ନିକଟରୁ ଗତ ଶନିବାର ବିଳମ୍ବିତ ରାତିରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବେଆଇନ ଭାବେ ଚାଲାଣ ହେଉଥିବା ଏକ ପିକଅପ ଭ୍ୟାନ ସହ ୨୦୦ ବଣ୍ଡଲ କେନ୍ଦୁପତ୍ର ଜବତ କରାଯାଇଛି । ମୋଚିବାହଲ ଅଞ୍ଚଳରୁ ମାଫିଆ ମାନେ କେନ୍ଦୁପତ୍ର ବୋଝେଇ କରି ବାହାର ରାଜ୍ୟକୁ ଚାଳନା କରୁଥିଲେ । ଖବରପାଇ ବନ ବିଭାଗର ଏସିଏଫ ଙ୍କ ନେତୃତ୍ବରେ ଏକ ଟିମ୍ ଚଢାଉ କରିଥିଲା ଚଢ଼ାଉ ସମୟରେ ମାଫିଆ ମାନେ ଗାଡ଼ି ଛାଡି ଫେରାର ହୋଇ