ସୁବର୍ଣ୍ଣପୁର ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡ ସଂସ୍ଥା ତରଫରୁ ଜିଲ୍ଲା ମୁଖ୍ୟ କମିଶନର ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ମୀନାରାଣୀ ମଙ୍ଗଳଙ୍କ ନିର୍ଦ୍ଦେଶ କ୍ରମେ ୫୫ ଜଣ ପ୍ରତିଯୋଗୀ ଖୋର୍ଦ୍ଧା ଜିଲ୍ଲା ବରୁନେଇ ସ୍ଥିତ ରାଜ୍ୟ ସ୍କାଉଟ ଓ ଗାଇଡ ତାଲିମ କେନ୍ଦ୍ର ଠାରେ ଅନୁଷ୍ଠିତ ହେବାକୁ ଥିବା ୨୦ ତମ ଜାମ୍ବୋରେଟ ରେ ଯୋଗଦାନ କରିବା ପାଇଁ ତା ୨୧-୧୨-୨୦୨୫ ଦିନ ଯାତ୍ରା ଆରମ୍ଭ କରିଛନ୍ତି। ତା ୨୨-୧୨-୨୦୨୫ ରୁ ତା ୨୬-୧୨-୨୦୨୫ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କର୍ଯ୍ୟକ୍ରମ୍ ରେ ଜିଲ୍ଲା ସଂଗଠନ କମିଶନର