ସଦର: ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ରେ ଭବାନୀପାଟଣା ସହରରେ ମେଡିକାଲ ଚିକିତ୍ସା ପାଇଁ ଯିବା ଲୋକଙ୍କୁ ମଧ୍ୟ ଛାଡୁନଥିଲେ କଂଗ୍ରେସ କର୍ମୀ।
Sadar, Kalahandi | Jul 17, 2025
ମେଡିକାଲ କାମରେ ଯିବା ପାଇଁ କହିଲେ ମଧ୍ୟ ଛାଡିଲେ ନାହିଁ। ଓଡ଼ିଶା ବନ୍ଦ ରେ ସାଧାରଣ ଲୋକେ ହଇରାଣ । ଭବାନୀପାଟଣା ଘୋଡାଘାଟ ଛକ ରେ ସାଧାରଣ ଲୋକ...