ମାଲକାନଗିରି: ଏମଭି ୭୯ ଥାନାରେ ଯୋଗଦେଇଥିବା ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ ଜଣାଇଲେ ସ୍ଥାନୀୟ ଜନପ୍ରତିନିଧି ଓ ସମାଜସେବୀ
Malkangiri, Malkangiri | Jul 5, 2025
ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଚନ୍ଦ୍ରକାନ୍ତ ତାଣ୍ଡି କାର୍ଯ୍ୟ ରେ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ଥାନୀୟ...