ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବ ଡ଼ଃ ଅଭିନାସ ରାଉତ ଦୁଇ ଦିନିଆ କୋରାପୁଟ ଗସ୍ତର ପ୍ରଥମ ଦିବସରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ଆଜି ଦିନ ୨ଟା ସମୟରେ ବିଭିନ୍ନ ପ୍ରକଳ୍ପ ଓ ଜୀବନ ଜୀବିକା କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। ହିକିମ ପୁଟ ଗ୍ରାମ ପଂଚାୟତରେ ମିଶନ ଶକ୍ତି ଏବଂ ହର୍ଷା ଟ୍ରଷ୍ଟ ଏନଜିଓ ମାନଙ୍କର ମିଳିତ ଆନୁକୁଲ୍ୟରେ ସ୍ଵୟଂଶ୍ରୀ ପ୍ରକଳ୍ପ ମାଧ୍ୟମରେ ସ୍ଵଂୟ ସହାୟକ ଗୋଷ୍ଠି ର ମହିଳା ମାନେ କିପରି ବିଭିନ୍ନ ଜୀବନ ଜୀବିକା କାର