Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

କୃଷ୍ଣ ପ୍ରସାଦ: ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଚିଲିକା ନିର୍ବାଚନ ମଣ୍ଡଳୀରୁ ଲଢିବେ ପୃଥ୍ଵୀରାଜ ହରିଚନ୍ଦନ

Krushna Prasad, Puri | Apr 2, 2024
ଆଜି ବିଜେପି ବିଧାୟକ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି l ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ପୃଥ୍ଵୀରାଜ ହରିଚନ୍ଦନ l ସେ ଦୀର୍ଘ ଦିନ ହେବ ଭାରତୀୟ ଜନତା ପାର୍ଟିରେ ସକ୍ରିୟ ନେତା ଭାବେ କାମ କରି ଆସୁଛନ୍ତି l ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି l

MORE NEWS