ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆୟୋଜିତ ଚା ଖଟି କାର୍ଯ୍ୟକ୍ରମରେ ଡବଲ ଇଂଜିନ ସରକାରକୁ କଂଗ୍ରେସ କଡା ଜବାବ ଦେବେ । ଚାଷୀଙ୍କୁ ଶୋଷଣ କରୁଥିବା ବେଳେ ଟାଟା ପାୱାର ସାଙ୍ଗେ ମିଶି ଲୋକଙ୍କୁ ହଇରାଣ କରାଯାଉଛି। ଆଗାମୀ ଦିନରେ କଂଗ୍ରେସ ଏହାର କଡା ଜବାବ ଦେବ ବୋଲି ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ ଉପସଭାପତି ସନ୍ତୋଷ ସିଂ ସାଲୁଜା କହିଛନ୍ତି