ଭଟଲି: ଭଟଲି ବ୍ଳକସଭାଗୃହରେ ବ୍ଳକସ୍ତରୀୟ କମିଟି ବୈଠକ
ଭଟଲି ବ୍ଳକସଭାଗୃହରେ ବ୍ଳକସ୍ତରୀୟ କମିଟି ବୈଠକ ଭଟଲି ବ୍ଳକ ସଭାଗୃହରେ ଆଜି ଅପରାହ୍ନ ୩ ଟାରେ ଭଟଲି ବ୍ଳକ ସ୍ତରୀୟ ଏକ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର, ସହକାରୀ ନିର୍ବାହୀଯନ୍ତ୍ରୀ ରାମଜିତ ହାଁସଦା, ସହକାରୀ ଯନ୍ତ୍ରୀ ପେସ୍କାର ଧୃଆ, କନିଷ୍ଠ ଯନ୍ତ୍ରୀ ସଞ୍ଜୀବ ମାଝୀ, କନିଷ୍ଠଯନ୍ତ୍ରୀ ଆକୁଳ ସାହୁ, କନିଷ୍ଠଯନ୍ତ୍ରୀ କୃଷ୍ଣଚନ୍ଦ୍ର କିଷାନ,ଏଲଡିଏମ ବିଦ୍ୟାନନ୍ଦ ତିର୍କୀ,ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଦେବାଶିଷ ଭୋଇ, ବିଏଲସି ରଞ୍ଜନ ଭୋଇ, ମିଶନଶକ୍ତି ର ବିପିସି ଲଳିତ କୁମାର ପାତ୍ର, କେଦାରନନ୍ଦ ପଧାନ, ଡବ୍ଲୁଇଓ ଡିଇଓ ଦୀପାନସୁ ସାହୁ ଥିଲେ