ଜଳେଶ୍ବର: ସିରିଜ ଦୁର୍ଘଟଣା,ଚାରଟି କାର ଗୋଟିଏ ବାଇକ ସିରିଜ ଦୁର୍ଘଟଣା,ଦୁର୍ଘଟଣା ରେ ବାଇକ ଚାଳକ ଗୁରୁତର,ସନ୍ତୋଷପୁର ନିକଟରେ ଘଟିଛି ଦୁର୍ଘଟଣା
ସିରିଜ ଦୁର୍ଘଟଣା,ଚାରଟି କାର ଗୋଟିଏ ବାଇକ ସିରିଜ ଦୁର୍ଘଟଣା,ଦୁର୍ଘଟଣା ରେ ବାଇକ ଚାଳକ ଗୁରୁତର। ଗୁରୁତର ଯୁବକ ଜଣକ ସୋର ଅଞ୍ଚଳ ର ବୋଲି ଜଣାପଡିଛି । ବାଲେଶ୍ଵର ବସ୍ତା ଥାନା ୧୬ ନମ୍ୱର୍ ଜାତୀୟ ରାଜପଥର ସନ୍ତୋଷ ପୁର ଛକ ନିକଟସ୍ଥ ପୁରୁଣା ଟୋଲପ୍ଲାଜା ନିକଟରେ ଆଗପଛ ହୋଇ ଚାରଟି କାର ଓ ବାଇକ୍ ମଧ୍ୟରେ ମର୍ମନ୍ତୁଦ ସିରିଜ ଦୁର୍ଘଟଣା । aaji ଅପରାହ୍ନ ପ୍ରାୟ ୫ଟା ସମୟରେ ପଶ୍ଚିମବଙ୍ଗ ନମ୍ୱର୍ ବିଶିଷ୍ଟ କାର ପରେ ଆଗ ପଛ ହୋଇ ଯାଉଥିବା ବେଳେ ସିରିଜ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଘଟାଇ ଚାଳକ ଜଣକ ଫେରାର ହୋଇଯାଇଥିଲେ ।