କୋଟପାଡ: ନାରିଗାଁ ଗ୍ରାମରେ ଅବକାରୀ ଚଢାଉ ଜଣେ ଗିରଫ
Kotpad, Koraput | Aug 28, 2025 ନାରିଗାଁ ଗ୍ରାମରେ ଅବକାରୀ ଚଢାଉ ଜଣେ ଗିରଫ ବୋରିଗୁମ୍ମା ବ୍ଲକ ବିସିଂହ ପୁର ଥାନା ଓ ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ନାରିଗାଁ ଗ୍ରାମରେ ଅବକାରୀ ଚଢାଉ କରି ଜଣକୁ ଗିରଫ କରିଛି ଗ୍ରାମ ରେ ବେଆଇନ ଭାବରେ ଚୋରା ମଦ କାରବାର କରୁଥିବା ସୂଚନା ପାଇଁ ବୋରିଗୁମ୍ମା ଅବକାରୀ ବିଭାଗ ଚଢାଉ କରି 09ଲିଟର ଦେଶୀ ମଦ ସହ କୈଳାସ ବିଷୋୟୀ କୁ ଗିରଫ କରିଥିବା ବୋରଗୁମ୍ମା ଅବକାରୀ ଥାନା ଅଧିକାରୀ ସୂଚନା ଦେଇଛନ୍ତି