ସୋନପୁର: ସୋନପୁର ମହାରାଜା ହାଇସ୍କୁଲ ରେ ତମାଖୁ ମୁକ୍ତ ଯୁବା ଅଭିଯାନ 3.0, କାର୍ଯ୍ୟକ୍ରମ ଅନୁଷ୍ଠିତ
ସୂଚନା ଅନୁସାରେ ଆଜି ଅପରାହ୍ନ ୨ ଘଣ୍ଟା ପର୍ଯ୍ ସୁବର୍ଣ୍ଣପୁର ଜିଲ୍ଲା ସଦର ପି ଏମ ଶ୍ରୀ ମହାରାଜା ହାଇସ୍କୁଲ ରେ ତମାଖୁ ମୁକ୍ତ ଯୁବା ଅଭିଯାନ 3.0 ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ,ଜିଲ୍ଲା ଏନ ସି ଡି ମେନେଜର ଆଲୋକ ମିଶ୍ର, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ନଳିନୀପ୍ରଭା ମେହେର, ସ୍ୱାସ୍ଥ୍ୟ ପରିଦର୍ଶକ ଶାନ୍ତନୁ ମେହେର, ଦାନ୍ତ ବିଶେଷଜ୍ଞ ଡାକ୍ତର ଖୁସୁବୁ ଅଗ୍ରୱାଲ ପ୍ରମୁଖ ତମାଖୁ ବ୍ୟବହାର ର ଶରୀର ଉପରେ ହେଉଥିବା ହାନୀ କାରକ ପ୍ରଭାବ ଉପରେ ବିସ୍ତୃତ ଭାବରେ ବୁଭାଇଥିଲେ l ଶିକ୍ଷା ଅନୁଷ୍ଠାନରେ ମଧ୍ୟ ଯେପରି, ତମାଖୁର ବ୍ୟବହାର ନହେବ, ତାରି ଉପରେ ମଧ୍ୟ ଆଲୋକପାତ କରିଥିଲେ