ଧର୍ମଗଡ: ଆଇସିଡିଏସ କାର୍ଯ୍ୟାଳୟ ରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ କାର୍ଯ୍ୟକ୍ରମ
ଧର୍ମଗଡ ବ୍ଲକ ଆଇସିଡିଏସ କାର୍ଯ୍ୟାଳୟ ରେ ବ୍ଲକ ର ସମସ୍ତ ଅଙ୍ଗନବାଡି ସେଣ୍ଟର ର ଅଙ୍ଗନବାଡି କର୍ମି ଓ ପାଚିକା ମାନଙ୍କୁ ଅଗ୍ନିଶମ ବିଭାଗ ତରଫରୁ ଅଫିସ କାର୍ଯ୍ୟାଳୟ ପରିସରରେ ମକଡ୍ରିଲ କାର୍ଯ୍ୟକ୍ରମ କରାଯାଇଥିଲା। ଏଲ.ପି.ଜି ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗି ଗଲେ କିଭଳି ଲିଭାଯିବ, ଏହା ସହିତ ନିଆଁ ଦାଉରୁ କେମିତି ରକ୍ଷା ଓ ସୁରକ୍ଷିତ ରହିପାରିବ ସେ ଉପରେ ମକଡ୍ରିଲ ପ୍ରଦାନ କରାଯାଇଥିଲା।