ପିକଅପ ଟାଟା ଏସି ମୁହାଁ ମୁହିଁ ଧକ୍କା ତିନି ଗୁରୁତର ବାଲେଶ୍ୱର ସିଂଲା ଥାନା ଜାମସୁଳି ଠାରେ ଟାଟା ଏସି, ପିକଅପ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ତିନିଜଣ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ନ ତିନିଟା ସମୟରେ ଜାମସୁଳି ରୁ ଲଙ୍ଗଳେଶ୍ବର ଅଭିମୁଖେ ଟାଟା ଏସି ରେ ତିନି ଯୁବକ ବସି ଯାଉଥିବା ବେଳେ ସାମ୍ନାପଟ ରୁ ଆସୁଥିବା ପିକଅପ ସାମ୍ନା ପଟରୁ ଧକ୍କା ଦେଇଥିଲା। ଫଳରେ ଟାଟା ଏସି ରେ ଥିବା ତିନି ଯୁବକ ଗାଡ଼ି ସାମ୍ନା ପଟରୁ ଚାପି ହୋଇ ରହିଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଗାଡ଼ି ଭାଙ୍ଗି ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ୧୦୮