ବୀରମହାରାଜପୁର: ସାଗଜୁରି ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, 150 ଲିଟର ମଦ ଜବତ ଓ 2 ହଜାର କେଜି ମହୁଲ ପୋଚ କରାଗଲା ନଷ୍ଟ
Biramaharajpur, Subarnapur (Sonepur) | Jul 29, 2025
ବୀରମହାରାଜପୁର ଥାନା ଅନ୍ତର୍ଗତ ସାଗଜୁରି ଜଙ୍ଗଲରେ ଆଜି ଅବକାରୀ ବିଭାଗ ଚଢାଉ କରି ବିପୁଳ ମାତ୍ରାରେ ମଦ ଜବତ ସହ ମହୁଲ ପୋଚ ନଷ୍ଟ କରିଛି l...