ପାଲଲହଡା: ପଞ୍ଚମ ଦିନରେ ଡ୍ରାଇଭର ମହାସଂଘ ଆନ୍ଦୋଳନ,ରେଙ୍ଗାଳୀରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ ।
Palalahada, Angul | Jul 13, 2025
ରେଙ୍ଗାଳୀ : ସାତ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଥିବା ଓଡିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଞ୍ଚିଲା ।...