ବୌଦ୍ଧ ସଦର: କଣ୍ଠ ଗ୍ରାମରେ ବେଆଇନ ଦେଶୀ ମଦ ବିକ୍ରି ସ୍ଥାନରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡର ଚଢ଼ାଉ
Baudh Sadar, Boudh (Bauda) | Jul 22, 2025
ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ଆଜି ସନ୍ଧ୍ୟା ୭ଟା ସମୟରେ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଥାନା ଅନ୍ତର୍ଗତ କଣ୍ଠ...