ଜମୁଛି ଗୁପ୍ତେଶ୍ୱର ପୀଠରେ ପର୍ଯ୍ୟଟକ ଙ୍କ ଭିଡ଼ କିନ୍ତୁ ପୀଠରେ ମିଳୁନି ମୌଳିକ ସୁବିଧା, ଏ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲେ ପର୍ଯ୍ୟକ l ଆଜି ଅପରାହ୍ନ ୩ ଟା ସମୟରେ ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ପୀଠରେ ସୁବିଧା ଦାବୀ ଉଠିଛି l ପୀଠର ସୌନ୍ଦର୍ଯ୍ୟ କରଣ ଉନ୍ନତି ଚାଲିଛି କିନ୍ତୁ ଆଜି ବି ପୀଠରେ ଆବଶ୍ୟକ ଗୋଷ୍ଟି ଶୌଚାଳୟ, ବସଷ୍ଟାଣ୍ଡ, ଆଶ୍ରୟସ୍ଥଳୀ, ପାନୀୟ ଜଳ, ଓ ମେଡିକାଲ ଭଳି ଜରୁରୀ ବ୍ୟବସ୍ଥା ନାହିଁ ଯାହାକୁ ନେଇ କଟକର ସରିତା ସିଂ ଏବଂ ଭୁବନେଶ୍ୱର ପର୍ଯ୍ୟଟକ ଅରୁନ୍ଧତୀ ମିଶ୍ର l