ବାଙ୍କୀ: ବାଙ୍କୀ ଉପଜିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟ ରେ ଦାବିପତ୍ର ଦେଲେ ସାମ୍ବାଦିକ, ସରକାରଙ୍କ ଉଦ୍ଧେଶ୍ୟରେ ଦିଆଯାଇଥିବା ସୂଚନା
Banki, Cuttack | Feb 12, 2024 ବାଙ୍କୀ ଉପଜିଲ୍ଲାପାଳ ଙ୍କୁ କାର୍ଯ୍ୟାଳୟ ରେ ସୋମବାର ସାମ୍ବାଦିକ ମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହା ସରକାରଙ୍କ ଉଦ୍ଧେଶ୍ୟରେ ଦିଆଯାଇଥିବା ଜଣା ପଡ଼ିଛି।କାର୍ଯ୍ୟରତ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ କୁ ନିନ୍ଦା ଏବଂ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବିନେଇ ଏହା ପ୍ରଦାନ କରାଯାଇଛି ।