ଛେଣ୍ଡିପଦା: ରାଜ୍ୟର ପ୍ରଥମ ରେଡ଼ିଓକଲାର ଲାଗିଥିବା ଦନ୍ତା ହାତୀ ପୁଣି ଆହତ, କଣଲୋଇ ଅଞ୍ଚଳରେ ବୁଲିଛି ଆହତ ହାତୀ l
Chhendipada, Angul | Jul 12, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳର କଣଲୋଇ ଗାଁ ନିକଟରେ ଶନିବାର ସକାଳ ୬ ଘଟିକା ସମୟରେ ଘୁରି ବୁଲୁଛି ଆହତ ଦନ୍ତା ହାତୀ l ବାମ କାନ ନିକଟରେ...