ବିଜୁ ଜନତା ଦଳ ର ଏକ ପ୍ରତିନିଧି ଦଳ ଧର୍ମଗଡ ବ୍ଲକ ର ବିଭିନ୍ନ ଧାନ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟା ବୁଝି ଆଜି ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହୋଇଥିଲେ। ଟୋକେନ ସମସ୍ୟା, କଟନୀ ଛଟନୀ, ଚାଷୀ ଙ୍କୁ ଅଖା ନ ଯୋଗାଇବା ଭଳି ବିଭିନ୍ନ ସମସ୍ୟା ଉଲ୍ଲେଖତ ଏକ ଦାବିପତ୍ର ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ।