ଛେଣ୍ଡିପଦା: ନୁଆଗାଁ ଗ୍ରାମରେ ପାଣି ନିସ୍କାସନ ନହେବାରୁ ପାଣି ଘେରରେ ୧୫ପରିବାର, ୪ ଦିନ ହେଲାଣୀ ଚୁଲି ଜଳୁନି ଘରେ l
Chhendipada, Angul | Jul 17, 2025
#jansamasya ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ନୁଆଗାଁ ଗ୍ରାମରେ ୪ ଦିନ ହେବ ୧୫ ପରିବାର ପାଣି ଘେରରେ ରହିଥିବାରୁ ପାଣି ନିଷ୍କାସନ...