ବୀରମହାରାଜପୁର: ବିଜେଡିର ପ୍ରତିଷ୍ଠାଦିବସ ଉପଲକ୍ଷେ ବିରମହାରାଜପୁର ବସଷ୍ଟାଣ୍ଡ ଠାରେ ବିଜେଡିପକ୍ଷରୁ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ
ବିଜେଡିର 29ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ବିରାମହରାଜପୁର ବସଷ୍ଟାଣ୍ଡ ଠାରେ ଆଜି ପୂର୍ବାହ୍ନ ପ୍ରାୟ 11ଟା ସମୟର୍ସ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ପ୍ରତି୍ମୃତିରେ ପୁଷ୍ପମାଲ୍ୟା ଅର୍ପଣ କରାଯାଇଛି l ବିଜେଡି ଯୁବ ସଭାପତି ନାରାୟଣ ଲୁହା ଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତା ମାନେ ବ୍ଲକ କାର୍ଯ୍ୟାଳୟ ପରିଶରରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ବସଷ୍ଟାଣ୍ଡ ଠାରେ ପହଂଚି ଥିଲେ l ସେଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ କରିବା ସହ ବିଜୁ ପଟ୍ଟନାୟକ ଆମର ରହେ ନାରା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମହେନ୍ଦ୍ର ଜଗଦଳ