ବୀରମହାରାଜପୁର: ସିଲାଟି ଛକରୁ 8ଲିଟର ମଦ ଜବତ, ବିନିକା ଥାନାରେ ମାମଲା ରୁଜୁ
ବିନିକା ଥାନା ଅନ୍ତର୍ଗତ ସିଲଟି ଛକରୁ ମଦ ଜବତ, ଥାନାରେ ମାମଲା ରୁଜୁ l ସୂଚନା ଅନୁସାରେ ବିନିକା ପୁଲିସ ଏକ ସ୍ବତନ୍ତ୍ର ଟିମ୍ ଗତକାଲି ରାତି କାଳୀନ ପେଟ୍ରୋଳିଂ କରୁଥିଲେ l ସେହି ସମୟରେ ଶିଲଟି ଛକରେ ମଦ ବିକ୍ରି ହେଉଥିବା ଦେଖି ଚଢାଉ କରିଥିଲେ l ଚଢାଉ ସମୟରେ ସେଠାରୁ 8ଲିଟର ମଦ ଜବତ କରିଥିଲେ l ଏନେଇ ରାତି 10ଟା 15ରେ ମଦବେପାରୀ ପ୍ରଶାନ୍ତ ସାହୁ ଙ୍କ ନାମରେ ଏକ ମାମଲା 251/୨୫ରୁଜୁ କରିଥିବା ଅଧିକ ତଦଣ୍ଟ କରିଥିବା ନେଇ ଆଜି ସକାଳ 9ଟା 30ରେ ପୁଲିସ ପକ୍ଷାରୁ ସୂଚନା ମିଳିଛି l