ନୂଆଗାଁ ଜଗନ୍ନାଥ ମନ୍ଦିର ପରିସରରେ ରଥ କାଠର ଅନୁକୂଳ ହୋଇଯାଇଛି।ଆଜି ଶ୍ରୀପଞ୍ଚମୀ ତେଣୁ ରଥ କାଠର ଅନୁକୂଳ ନିମନ୍ତେ ଦଇତାପତି,ବ୍ରାହ୍ମଣ ମିଶି ରଥକାଠକୁ ପୂଜା କରିଛନ୍ତି।ଏଥିରେ ମନ୍ଦିରର ମହାରଣା,ଶରତ ଚନ୍ଦ୍ର ମିଶ୍ର,ମାନସ ମିଶ୍ର,ରାଜେଶ ମିଶ୍ର,ଦଇତାପତି,ସେବକ ତଥା ଥନୀୟ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ।