ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଗତିକୃଷ୍ଣପୁର ଗ୍ରାମର ବଳରାମ ବାଘଙ୍କ ପୁଅ ରିତେଶ ବାଘ (୧୫) ଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ଖବର ଅନୁସାରେ ରିତେଶ ବାଘ ଶୁକ୍ରବାର ରାତିରେ ଘରେ କହିଲେ କି ମୋତେ କଣ ଗୋଟେ କାମୁଡି ଦେଇଛି। ଯାହା ଫଳରେ ପରିବାର ଲୋକ କିଶୋର ନଗର ମେଡିକାଲରେ ଭର୍ତ୍ତି କରିଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ସକାଳ ସାଢେ଼ ନଅଟା ବେଳେ ୧୦୮ ଆମ୍ବୁଲାନ୍ସ ଯୋଗେ ଭର୍ତ୍ତି କରିଥିଲେ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି।ଡାକ୍ତର ଅଜଣା କାମୁଡ଼ାରେ