ବାଲେଶ୍ବର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଧିନ ରେମୁଣା ମେଡିକାଲ କଲେଜ ନିକଟରୁ ଏକ ବୁଦା ମୁଳରେ ନବଜାତ ଶିଶୁର ମୃତ ଦେହ ଠାବ ହୋଇଛି। ବୁଦା ମୁଳରେ ଶାଢିରେ ଗୋଡ଼ାହୋଇ ପଡିଥିବାର ସ୍ଥାନୀୟ ବାସୀନ୍ଦା ପୁଲିସକୁ ଖବର ଦେଇଥିଲେ। ପୋଲିସ ଉକ୍ତ ମୃତଦେହ କୁ ସୋମବାର ଦିନ ୧୧:୩୦ରେ ଵ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି।