ନର୍ଲା: ସର୍ଗୀ ଗୁଡ଼ା ପଂଚାୟତ ଜଣେ ବ୍ୟକ୍ତି ଙ୍କ ଟଙ୍କା ରାତୁଲ ଗ୍ରାମର ଜଣେ ବ୍ୟକ୍ତି ନେଇ ଫେରସ୍ତ କରି ନ ଥିବା ହେତୁ ଆଜି ଥାନାରେ ଅଭିଯୋଗ
Narala, Kalahandi | Jul 24, 2025
ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ସର୍ଗିଗୁଡ଼ା ପଂଚାୟତ ର ଜଣେ ବ୍ୟକ୍ତି ଙ୍କ 60 ହଜାର ଟଙ୍କା ରାତୁଲ୍ ଗ୍ରାମର ଜଣେ ଜଣେ ବ୍ୟକ୍ତି ଧାର ନେଉଥିଲେ...