ଶୁକ୍ରବାର ୪ ଘଟିକା ସମୟରେ ବ୍ରହ୍ମଗିରି ବ୍ଲକ କାଣ୍ଡଗଦା ଗ୍ରାମରେ ବିଗ୍ରହଙ୍କ ଆଜି ବନକ ଲାଗି କରାଯାଇଛି। ସମସ୍ତ ନୀତିକାନ୍ତି ପରେ ଆଜି ଭକ୍ତମାନେ ଦର୍ଶନ କରିଛନ୍ତି। ଦୀପରୁ ନିଆଁ ଲାଗି ପୋଡିବା ଘଟଣା ପରେ ପୁରୀ ବାଡ଼ ଗ୍ରାହୀଙ୍କ ଆଲୋଚନା ପରେ ସମସ୍ତ ରିତୀ ନୀତି ପରେ ଆଜି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବିଗ୍ରହ ମାନେ।