କୋଟପାଡ: ଝଡ଼ିଗୁଡା ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ, ବିଭିନ୍ନ ପୁଷ୍ଟିକର ଖାଦ୍ୟ ବଣ୍ଟନ ରେ ଅନିୟମିତତା ଅଭିଯୋଗ
Kotpad, Koraput | Jul 28, 2025
ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ,ତିନି ମାସର ଅଣ୍ଡା ଛତୁଆ ସହ ବିଭିନ୍ନ ପୁଷ୍ଟିକର ଖାଦ୍ୟ ବଣ୍ଟନ କଲେ ଯାଇ ଖିଲା ହେବ...