ତାଳଚେର ସଦର: ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥ ପବିତ୍ର ମୋହନ ଛକ ଠାରେ ବସ ସ୍କୁଟି ମୁହାଁମୁହିଁ ଧକ୍କା ସ୍କୁଟି ଆରୋହି ଗୁରୁତର ଆହାତ ।
Talcher Sadar, Angul | Jul 18, 2025
ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥ ପବିତ୍ର ମୋହନ ଛକଠାରେ ଶୁକ୍ରବାର ଅପରାହ୍ନ ୫ ଘଟିକା ସମୟରେ ବସ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ...