ତେନ୍ତୁଳୀଖୁଣ୍ଟିରେ ବିଡ଼ିଓ ଙ୍କ ଉପସ୍ଥିତିରେ ଆରମ୍ଭ ହେଲା ମୋଡେଲ ପାର୍କର ରାସ୍ତା କାମ ଦୀର୍ଘ ବର୍ଷ ଧରି ରହିଥିବା ସମସ୍ୟା ର ଅନ୍ତ ଘଟିଲା।ତେନ୍ତୁଳିଖୁଣ୍ଟି ସଦର ମହାକୁମ୍ମା ସ୍ଥିତ ବ୍ଲକ ପାର୍ଶ୍ୱ ରେ ନିର୍ମିତ ମୋଡେଲ ପାର୍କ ଓ ୨୪ ଏକର ବିଶିଷ୍ଟ ସରକାରୀ ଜମକୁ ରାସ୍ତା ଖୋଲିଲା। ବ୍ଲକ ପ୍ରଶାସନ ର ଉଦ୍ୟମ ରେ ନୂତନ ରାସ୍ତା କାର୍ଯ୍ୟ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମାଟି ମୁରୁମ ରାସ୍ତା ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଗାମୀ ଭବିଷ୍ୟତ ରେ ପିଚୁ ରାସ୍ତା ନିର୍ମାଣ ପାଇଁ ପ୍ରୟାସ ରହିବ ବୋଲି ବିଡିଓ ମନୋଜ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତ