ଛତ୍ରପୁର: ଚମାଖଣ୍ଡିର ଜଣେ କୁନି ଝିଅର ଫୋଟକୁ ବ୍ୟବହାର କରି ଆଦାୟ କରୁଥିଲେ ଟଙ୍କା, ଛତ୍ରପୁର ଥାନାରେ ଅଭିଯୋଗ କରି ପ୍ରତିକ୍ରିୟା ରଖିଲେ ମା
Chhatrapur, Ganjam | Jul 5, 2025
ଦୁଇଟି କିଡନୀ ହରାଇ ଜୀବନ ସହ ସଂଗ୍ରାମ କରୁଛନ୍ତି ୪ ବର୍ଷର କୁନି ଝିଅ ଅନୁଷ୍କା । ଏହି ସମୟରେ କିଛି ଅସାଧୁ ବ୍ୟକ୍ତିମାନେ ଝିଅର ଫୋଟକୁ ବ୍ୟବାହର...