ଦିଲ୍ଲୀ ର ଯନ୍ତର ମନ୍ତର ରେ ଭୋଟ ଚୋର ଗାଦି ଚୋଡ୍ କାର୍ଯକ୍ରମ ରେ ଯୋଗ ଦେଈ ଦିନ ଏକ ଘଣ୍ଟା ସମୟ ରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ରୂପକ ତୁରୁକ୍। କହିଛନ୍ତି ଆଜିର ଏଇ କର୍ଯ୍ୟକ୍ରମ ସଫଳ ହୋଇଛି। କୋରାପୁଟ ଜିଲ୍ଲା ରୁ ଆସିଥିବା ତୃଣ ମୂଳ ସ୍ତରରୁ ଆରମ୍ଭ କରି କର୍ମୀ ବିଧ୍ୟାୟକ ସମସ୍ତଙ୍କୁ ମୋ ତରଫରୁ ଧନ୍ୟବାଦ ଜ୍ଞାପନ କରୁଛି।