ପଟ୍ଟାଙ୍ଗୀ: ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କୋଟିଆରେ ରାସନକାର୍ଡ ପ୍ରଦାନ ପରେ ପ୍ରତିକ୍ରିୟା ଦେଲେ କୋଟିଆ ବାସିନ୍ଦା
ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟାଙ୍ଗୀ ବ୍ଲକର କୋଟିଆ ଠାରେ ଆଜି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ହିତାଧିକାରୀଙ୍କୁ ରାସନ କାର୍ଡ଼ ପ୍ରଦାନ କରିଛନ୍ତି। ଏ ନେଇ ଦିନ ୧ଟେ ସମୟରେ ପ୍ରତିକ୍ରିୟା ଦେଇଛନ୍ତି କୋଟିଆ ବାସିନ୍ଦା।