ଧର୍ମଗଡ: ସହରର ବିଭିନ୍ନ ସମସ୍ୟା ନେଇ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲା ଚ୍ୟାମ୍ବର ଅଫ କମର୍ସ
Dharamgarh, Kalahandi | Jul 14, 2025
ଧର୍ମଗଡ ଏନଏସି ରେ ନୂତନ ଭାବେ ଯୋଗଦେଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶମ୍ବର ମିଶ୍ର। ଧର୍ମଗଡ ଚେମ୍ବର ଅଫ କମର୍ସର ସଭାପତି ବିଦ୍ୟାଧର...