ଜୁନାଗଡ: ଲେତେର ତ୍ରିଶକ୍ତି ହାଇସ୍କୁଲ ଠାରେ ଆମ ଓଡିଶା ଓ ସମ୍ବାଦ ତରଫରୁ ରକ୍ତଦାନ ଶିବିର
ଲେତେର ତ୍ରିଶକ୍ତି ହାଇସ୍କୁଲ ଠାରେ ଆମ ଓଡିଶା ଓ ସମ୍ବାଦ ତରଫରୁ ରକ୍ତଦାନ ଶିବିର ଆଜି 29ତାରିଖ ସକାଳ 11ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଆମ ଓଡିଶା ତଥା ସମ୍ବାଦ ତରଫରୁ ଗୋଲାମୁଣ୍ଡା ବ୍ଲକ ଲେତେର ତ୍ରିଶକ୍ତି ହାଇସ୍କୁଲ ଠାରେ ଏକ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛିା ଏହି ରକ୍ତଦାନ ଶିବିର ରେ ମୁଖ୍ୟଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ସମ୍ମାନିତ ଅତିଥି ଭାବେ ଲେତେର ସରପଞ୍ଚ ଦମୟନ୍ତି ଭୋଇ, ସମିତିସଭ୍ୟା ସପୁର ଭୋଇ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିରବର ନାଏକ ,ଶିକ୍ଷକ ରମେଶ କୁମାର ସାହୂ ପ୍ରମୁଖ ଯୋଗଦେଇଥବା ବେଳେ ଭାସ୍କର ବାଗ,