ପଟ୍ଟାଙ୍ଗୀ: ନନ୍ଦପୁର ଲିବୋର୍ଟି ଇଂରେଜୀ ସ୍କୁଲ ରେ ଶିଶୁ ବିଜ୍ଞାନ ମେଳା l
କୁନି ପିଲାଙ୍କ ହାତ ରେ ଭବିଷ୍ୟତ ବିଜ୍ଞାନ
ନନ୍ଦପୁର ସଦର ମହକୁମା ସ୍ଥିତ ସ୍ଥାନୀୟ ଲିବୋର୍ଟି ଇଂରେଜୀ ସ୍କୁଲ ପରିସର ଶିଶୁ ବିଜ୍ଞାନ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଥିବା ଅପରାହ୍ନ ୪ଟା ସମୟରେ ଦେଖିବାକୁ ମିଳିଛି l ଉକ୍ତ କାର୍ଯ୍ୟ କ୍ରମ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଦୁର୍ଗା ପ୍ରସାଦ ଦୋରା ଯୋଗ ଦେଇ ଆନୁଷ୍ଠାନିକ ବାଭେ କାର୍ଯ୍ୟ କ୍ରମ କୁ ଉଦଘାଟିତ କରିବା ସହ କୁନି ପିଲା ଙ୍କ ହାତ ରେ ବଡ ଜ୍ଞାନ, ଭବିଷ୍ୟତ ର ବିଜ୍ଞାନ ବୋଲି କହିବା ସହ କୁନି କୁନି ପିଲା ମାନଙ୍କ ଦ୍ବାରା ନିର୍ମିତ ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ବୁଲି ଦେଖି ବା ସହ ଉଚ୍ଚ ପ୍ରଶଂସା କରିଥିଲେ