Public App Logo
Jansamasya
National
Delhi
Digitalindia
Pmmsy
Matsyasampadasesamriddhi
Fitwithfish
Fisheries
Nfdp
Didyouknow
Constitutionday
Samvidhandivas
Indianconstitution
Fidfimpact
Kisancreditcard
Valueaddition
South_delhi
North_delhi
Vandemataram
Dahd
West_delhi
North_west_delhi
Haryana
���ीएसटी
Cybersecurityawareness
Nextgengst
Happydiwali
Diwali2025
Railinfra4andhrapradesh
Responsiblerailyatri

ଧମା: ଧମା ଥାନା ରଙ୍ଗିଆ ଟିକିରା ଜଂଗଲରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

Dhama, Sambalpur | Oct 23, 2025
ଧମା ଥାନା ରଙ୍ଗିଆ ଟିକିରା ଜଂଗଲରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ରଙ୍ଗିଆ ଟିକିରା ଗ୍ରାମ ନିକଟ ଜଂଗଲରୁ ଗୁରୁବାର ସକାଳେ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ମୃତ ଯୁବକର ଏକ ଗୋଡ଼କୁ କୁକୁର ମାନେ ଖାଉଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଧମା ପୋଲିସ ପହଞ୍ଚି ମାଟି ଖୋଲି ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା । ଯୁବକଙ୍କ ହାତରେ ଏକ ଲୁହାର ବଳା ଓ ନିଲ ଜିନ୍ସ ପ୍ୟାଣ୍ଟ୍ ପିନ୍ଧିଥିବା ବେଳେ ପରିଚୟ ମିଳିପାରିନାହିଁ । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇ

MORE NEWS