ଫୁଲବାଣୀ ସହର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାଲନ୍ଦାପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନିୟମିତତା ସମ୍ପର୍କରେ ଲିଖିତ ଅଭିଯୋଗ
Phulabani Town, Kandhamal | Jul 28, 2025
ଫୁଲବାଣୀ ଜିଲ୍ଲାପାଳ ଙ୍କ କାଯ୍ୟଳୟ ଠାରେ ବାଲନ୍ଦାପଡା ଉର୍ଚପ୍ରାଥମିକ ବିଦ୍ୟାଳୟ ଅନିୟମିତତା ସମ୍ପର୍କ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମବାସୀ...