ନର୍ଲା: ବଲିଉଡ୍ ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର 89 ବର୍ଷ ବୟସରେ ଦେହାନ୍ତ ଶୋକାକୁଳ ପରିବେଶ
ଆଜି ସୋମବାର ଦିନ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ବଲିଉଡ୍ ର ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ର 89 ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି ମୃତ୍ୟୁ ଖବର ପ୍ରସାରଣ ପରେ ସାରା ଦେଶରେ ସୋକର ଛାୟା ଖେଳିଯାଇଛି ତାଙ୍କ ଅଭିନୀତ ସୋଲେ ସୁପର ହିଟ୍ ଭାବରେ ପ୍ରସିଦ୍ଧ ଲାଭ କରିଥିଲା