ପୁରୀ ମ୍ୟୁନିସିପାଲଟି: ସଦର ଥାନା ଅଧୀନ ଗଡ ଭିଙ୍ଗୁରା ଗ୍ରାମରେ ଜଣେ ବ୍ୟକ୍ତି ତାର ପତ୍ନୀ ଓ ଶାଶୂ କୁ ମାଡ଼ ମାରିଥିବା ଶନିବାର ଥାନାରେ ଏତଲା ହୋଇଛି।
Puri M, Puri | Jul 26, 2025
ପୁରୀ ଜିଲ୍ଲା ସଦର ଥାନା ଅଧୀନ ଗଡ ଭିଙ୍ଗୁରା ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଶାଶୁକୁ ମାଡ଼ ମାରିବା ସହ ଲୁହା ରଡ ରେ ଆକ୍ରମଣ କରିଥିବା...