ବାଲେଶ୍ବର ମ୍ୟୁନିସିପାଲଟି: କଷାଫଳ ପଞ୍ଚାୟତରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହୋତ୍ସବରେ ଯୋଗଦେଲେ ସଦର ବିଧାୟକ
ଆଜି ଦିନ ୧୨ ଟା ସମୟରେ ସଦର ବ୍ଲକ କଷାଫଳ ପଞ୍ଚାୟତ ଠାରେ ଅନୁଷ୍ଠିତ ପବିତ୍ର ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ମହୋତ୍ସବ ଅନୁଷ୍ଠିତ।ଏହି ଅବସରରେ ସଦର ବିଧାୟକ ମାନସ କୁମାର ଦତ୍ତ ଯୋଗଦେଇ ପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ ।ଏଥି ସହ ସମସ୍ତଙ୍କ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା କରିଥିଲେ।ପରେ ପଞ୍ଚାୟତ ବାସୀ ଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।