ଧର୍ମଗଡ: ବଡ଼ଘୁମର ଗାଁ ରେ ମହାଭାରତ ମହାପରାୟଣ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ
ଧର୍ମଗଡ଼ ବ୍ଲକ ବଡ଼ଘୁମେର ଗ୍ରାମରେ ମହାଭାରତ ମହାପାରାୟଣ ଜ୍ଞାନ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଅପରାହ୍ନ ୩ ଟା ସମୟରେ ଉକ୍ତ ପ୍ରସ୍ତୁତି ବୈଠକ ଟି ଅନୁଷ୍ଠିତ ହୋଇଥିଲା। ଏଥିରେ ମହାଭାରତ ମହାପାରାୟଣ ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମ ଆସନ୍ତା ବର୍ଷ ୨୦୨୬ ରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା