ତାଳଚେର ସଦର: ମୃତ ପୁଅର ହତ୍ୟାକାରୀକୁ ଗିରଫ ସହ ନ୍ୟାୟ ଦାବିରେ ତାଳଚେର ସ୍ଥିତ ଆନ୍ତର୍ଜାତୀୟ ମାନବାଧିକାର ରାଜ୍ୟ ସଭାପତିଙ୍କ ଦ୍ୱାରସ୍ତ ହେଲେ ଅସହାୟ ଦମ୍ପତି
Talcher Sadar, Angul | Jul 16, 2025
ତାଳଚେର ପୋୖରାଞ୍ଚଳ ୱାର୍ଡ ନଂ-୯ ବୈଦ୍ୟନାଥ ନାୟକ ଓ ସସ୍ମିତା ନାୟକଙ୍କ ପୁତ୍ରର ହତ୍ୟାକାରୀ ଚିହ୍ନଟ ଓ ନ୍ୟାୟ ଦାବିରେ ବ୍ରହ୍ମପୁର ଓ ପରେ...