ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲକ୍ଷ୍ମୀପୁର ବ୍ଲକର ପଞ୍ଚଡା କଲ୍ୟାଣ ମଣ୍ଡପ ଠାରେ ଲକ୍ଷ୍ମୀପୁର ବ୍ଲକ ଶୁଣ୍ଡି ସମାଜ ସମ୍ମୀଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ଆଜି ପୂର୍ବାହ୍ନ ୧୦ଟା ସମୟରେ ହୋଇଥିବା ସୂଚନା। ଉକ୍ତ କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ମାର୍କେଟ ୟୁନିୟନ ସଭାପତିଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।